ଡ଼.ବାସନ୍ତୀ ମହାନ୍ତିଙ୍କ ତିନୋଟି ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ସ୍ଥାନୀୟ ଭାରତୀୟ ବିଦ୍ୟାଭବନରେ ପ୍ରକାଶନ ସଂସ୍ଥା ବିଦ୍ୟା ପବ୍ଲିଶିଙ୍ଗ କାନାଡ଼ା ପକ୍ଷରୁ ସୁଲେଖିକା ଡ଼ . ବାସନ୍ତୀ ମହାନ୍ତିଙ୍କ କବିତା ସଂକଳନ ‘ଚନ୍ଦ୍ରମଲ୍ଲୀ’ ଓ କ୍ଷୁଦ୍ରଗଳ୍ପ ସଂକଳନ ‘ଆମ୍ବଗଛର ଛାଇ’ ଏବଂ ଇଂରାଜୀ ପ୍ରାଧ୍ୟାପିକା ସୁବ୍ରତା ମିଶ୍ରଙ୍କ ଦ୍ୱାରା ଅନୁଦିତ ‘ଚନ୍ଦ୍ରମଲ୍ଲୀ’ ର ଇଂରାଜୀ ଅନୁବାଦ ସଂକଳନ ଉନ୍ମୋଚିତ ହୋଇଯାଇଛି | ଏହି ପୁସ୍ତକ ଲୋକାର୍ପଣ ଉତ୍ସବ ଅବସରରେ